ପଟ୍ଟାମୁଣ୍ଡାଇ, କୁମ୍ଭୀର ଗଣନା ପାଇଁ ଜାନୁଆରୀ ୨ ତାରିଖ ଅର୍ଥାତ୍ ଆଜି ଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ବନ୍ଦ ରହିବ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ । ଏନେଇ ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ।