ଭୁବନେଶ୍ୱର – ଏଣିକି ଯେକୌଣସି ଆରଟିଓ ସଂସ୍ଥାରୁ ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ ମିଳିପାରିବ । ଏଥିପାଇଁ ଆବେଦନକାରୀ ମାନେ ମଧ୍ୟ ଆବେଦନ କରିପାରିବେ । ଏହା ବ୍ୟତୀତ ଗାଡ଼ିର ରେଜିଷ୍ଟେ୍ରସନ ମଧ୍ୟ ହୋଇପାରିବ । ଏ ସମ୍ପର୍କରେ ପରିବହନ କମିଶନ ସଂସ୍ଥା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଆବେଦନକାରୀ ମାନେ ନିଜ ଅଂଚଳରେ ଥିବା ଆରଟିଓ ସଂସ୍ଥା ମାନଙ୍କରୁ ଏହି ବ୍ୟବସ୍ଥା ପାଇଁ ଆବେଦନ କରିପାରୁଥିଲେ ।
Related Stories
November 24, 2024
November 24, 2024