
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କେଶରିୟା ହିନ୍ଦୁ ବାହିନୀ ଭାରତ,ପୁରୀ ଜିଲ୍ଲା ପକ୍ଷରୁ ବିଜୟ ୱାଡାସ୍ଥ, କନକଦୁର୍ଗା ମନ୍ଦିରକୁ ଜଗତ ଜନଙ୍କ କଲ୍ୟାଣ ଉଦେଶ୍ୟର ଯାତ୍ରା ଆରମ୍ଭ କରିଥିବା ମା ଭବନୀଙ୍କ ଉପାସକ ମାନଙ୍କୁ ପୁଷ୍ପମାଲ୍ୟ,ଶ୍ରୀଫଳ ଏବଂ ମାକ୍ସ ବଣ୍ଟନ କରି ମେଲାଣି ଦିଆ ଯାଇଥିଲା।ଉକ୍ତ ଜର୍ଯ୍ୟକ୍ରମରେ KHBB ର ରାଜ୍ୟ ସାଧାରଣ ସମ୍ପାଦକ ରାଜେଶ କୁମାର ନନ୍ଦ,ଜିଲ୍ଲାଧକ୍ଷ ଦାଶରଥି ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ବିସୁଧାନନ୍ଦ ଜେନା,ଜିଲ୍ଲା ମହିଳା ବାହିନୀ ଅଧକ୍ଷା ଲିନା ମହାନ୍ତି, ସଙ୍ଗୀତ ମହାନ୍ତି, ସଞ୍ଜୟ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।