ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ ନାନକ ଦେବଜୀ ଗୁରୁ ପୁରବ ସମାରୋହ ଗୁଜୁରାଟର କଛ ସ୍ଥିତ ଗୁରୁଦ୍ୱାରା ଲଖପତ ସାହିବରେ ୨୫ ଡିସେମ୍ବରରେ ପାଖା ପାଖି ଠିକ୍ ୧୨ଟା ସମୟରେ ଭିଡିଓ କନଫୋରେସିଂ ମାଧ୍ୟମରେ ସମ୍ବୋଦ୍ଧିତ କରିବେ ।