ଭଦ୍ରକ, ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଅବଦୁଲ କାଲାମ ଦ୍ୱୀପ ଭ୍ରାମ୍ୟମାଣ ଲଂଚରରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ସର୍ଟ ରେଞ୍ଜ୍ ବାଲାଷ୍ଟିକ କ୍ଷେପଣାସ୍ତ୍ର ପ୍ରଳୟର ଲଗାତାର ଦ୍ୱିତୀୟ ଦିନ ପାଇଁ ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା୧୫୦ କି.ମି.ରୁ ୫୦୦ କି.ମି.ପର୍ଯ୍ୟନ୍ତ ରହିଛି ।