
-
ଲକ୍ଷାଧିକ ଟଙ୍କାର ଧାନ ପୋଡି ନଷ୍ଟ
ଗଞ୍ଜାମ, ଆଜି ପୂର୍ବାହ୍ନ ୧୦ଟା ସମୟରେ ଶେରଗଡ଼ ବ୍ଳକ ଶୋଳଶଳା ଗ୍ରାମରେ ଅମଳହୋଇ ଖଳାରେ ଗଦାହୋଇ ରହିଥିବା ଜାଗିଲି ରାଉତ, ବନବାସୀପାତ୍ର, ଲୋକ ନାଥଭୂୟାଁ, ଡି.ପଦ୍ମ ପାତ୍ରଙ୍କ ଲକ୍ଷାଧିକ ଟଙ୍କାର ଧାନ ପୋଡି ନଷ୍ଟ ହୋଇଯାଇଛି । କେହି ଆକ୍ରୋଶମୂଳକ ଭାବେ ଧାନ ଗଦାରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ।