
ଭୁବନେଶ୍ବର : ଜଗା ବଳିଆ ଓଡ଼ିଆ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଆଓ ଏମ୍ସ ଚିକିତ୍ସକ ମାନଙ୍କୁ ଆଭାର ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ରିଟ୍ବିଟ କରି କହିଛନ୍ତି ଯେ ଓଡ଼ିଶାରେ ସେ ପୁରା ପୁରି ସ୍ୱାସ୍ଥ୍ୟ କେମିତି ହେବେ ସେଥି ପ୍ରତି ସେ ଧ୍ୟାନ ଦେଇଛନ୍ତି।