
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶୁକ୍ରବାର ପୁରୀ ସହର ୧ ନଂ ୱାର୍ଡ ର ମଙ୍ଗଳାସାହି ବସ୍ତି ରେ ପୁରୀ ପୋଲିସ ର ୧ ସାହି କମିଟି ବୈଠକ ଅନୁଷ୍ଠିତ ହୋଇଛି |ଏହି ବୈଠକରେ ବସ୍ତି ବାସିନ୍ଦା କିପରି ନିଶା ବିକ୍ରି ଓ଼ ନିଶା ଠାରୁ ଦୁରେଇ ରହିବେ ସେ ବିଷୟରେ ଆଲୋଚନା କରାଯାଇଥିଲା |ପୋଲିସ ର ବସ୍ତିବାସିନ୍ଦା ଙ୍କ କିପରି ସୁସମ୍ପର୍କ ରହିବ ସେ ଉପରେ ଆଲୋଚନା କରାଗଲା ଏବଂ ନିଶା ବିକ୍ରି କୁ ବନ୍ଦ କରିବା ପାଈଁ ପୋଲିସ ବସ୍ତିବାସିନ୍ଦା ଙ୍କ ସହାୟତା ଲୋଡିଲେ ଓ ସେମାନେ ତାଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତଶ୍ରୁତି ଦେଇଥିଲେ |
ଏହି ବୈଠକରେ aditional sp ମିହିର ପଣ୍ଡା , traffic dsp ସୁନୀଲ ନନ୍ଦ , sdpo sadar କିଶୋର ଚନ୍ଦ୍ର ମୁଣ୍ଡ , କୁମ୍ଭାରପଡା IIC ବିଚିତ୍ରାନନ୍ଦ ସେଠୀ,
ସାହି ସଭାପତି ସେଖ ସାବୁ, ସମ୍ପାଦକ ରତ୍ନାକର ନାୟକ, ବୈଜ୍ୟେଷ୍ଠ ବ୍ୟକ୍ତି ପତିତ ମଲ୍ଲିକ, ମହମ୍ମଦ ରଫିକ, ସ୍ବେଛାସେବୀ ସୁଧାଂଶୁ କୁମାର ଜେନା. ସାହି ବାସିନ୍ଦା ସୁର ଭୋଇ, ବସନ୍ତ ନାୟକ,କୁଲୁ ବେହେରା, ସେଖ କାଜଲ, ଜୁତିଆ ଦାସ ଓ଼ ନକୁଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ.