
ନୂଆପଡା, ନୂଆପଡା ଜିଲ୍ଲାପାଳ ସ୍ୱାଧ୍ୟାଦେଵ ସିଂ ସିନାପାଲି ବ୍ଲକ ନିଲଜି ଗସ୍ତରେ ଯାଇଥିବା ବେଳେ ଏକ ବୁଲା କୁକୁରକୁ ସେହ୍ନରେ ଧରି ଧରି ନିଜର ମମତା ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ଏହି ମହନୀୟତା ସହିତ ମାନବିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଜିଲ୍ଲାପାଳ ନିଲଜି ଗ୍ରାମର ହାଇସ୍କୁଲକୁ ପରିଦର୍ଶନରେ ଯାଇଥିବା ବେଳେ ଏହି ବୁଲା କୁକୁରକୁ ଧରି ମାନବିକତା ଦେଖାଇଥିଲେ ।