
ଜଗତସିଂହପୁର, ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ଚାଲି ଚାଲି ଯାଉଥବା ବେଳେ କୁଜଙ୍ଗ ପାତ୍ର ଛକରୁ ବୃଦ୍ଧ ଦମ୍ପତିଙ୍କ ଠାରୁ ୨ ଲକ୍ଷ ଝାମ୍ପିନେଇ ଚମ୍ପଟ୍ ମାରିଛନ୍ତି ଦୁଇ ଲୁଟେରା । ପଲସର ବାଇକ୍ ଯୋଗେ ଆସିଥିବା ଏହି ଦୁଇ ଲୁଟେରା ବୃଦ୍ଧ ଦମ୍ପତିଙ୍କୁ ଟାର୍ଗେଟ୍ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।