ଭୁବନେଶ୍ୱର , ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ଆନ୍ଦୋଳନର ମାନ୍ୟତା ନମିଳିବାର ପ୍ରତିବାଦ କରିଛି ବିଜେଡି । ଗୃହ ମଧ୍ୟରେ ଜୟୀ ରାଜଗୁରୁଙ୍କ ୁମୁଖା ପିନ୍ଧି -ପ୍ରତିବାଦ କରିବା ପରେ ଗୃହ ସ୍ଥଗିତ ହେବା ପରେ ବିଜେଡି ବିଧାୟକ ମାନେ ବିଧାନସଭାରେ ଗାନ୍ଧୀ ମୂର୍ତି ତଳେ ପ୍ରତିବାଦ କରିବା ଦେଖା ଦେଇଛି ।