କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,
ଆଜି ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କୁ ପୁରୀରେ କଳାପତାକା ଦେଖେଇ ଥିବା ବିରୋଧି ଦଳର ନେତା ମାନଙ୍କୁ ବିଜୁ ଜନତା ଦଳ ତରଫରୁ ନିନ୍ଦା କରାଯାଇଛି | ମାନ୍ୟବର ମୂଖ୍ୟମନ୍ତ୍ରୀ ଆସିଥିଲେ ପ୍ରଭୁ ଜଗନ୍ନାଥଙ୍କ କରିଡ଼ର ର ସୁଭ ଦେବପାଇଁ ସେଥିପାଇଁ ସେ ଏହାକୁ ରାଜନୀତି କାରଣ ନ କରି ସବୁ ବିରୋଧି ଦଳର ନେତା ମାନଙ୍କୁ ଡାକିଥିଲେ କିନ୍ତୁ ପୁରୀର ବିଧାୟକ ପୁରୀର ଉନ୍ନତି କେମିତି ନ ହେଉ ସେଥିପାଇଁ ଯୋଉ ହୀନ ରାଜନୀତି କଲେ ସେଥିପାଇଁ ବିଜେପି ଦଳର ନେତା ସର୍ବସାଧାରଣରେ କ୍ଷମା ନ ମାଗିଲେ ଆଗାମୀ ଦିନରେ କେନ୍ଦ୍ର ମନ୍ତ୍ରୀ ଙ୍କୁ ଯାହା ହେବ ସେଥିପାଇଁ ବିଜୁ ଜନତା ଦଳ ଦାୟୀ ରହିବ ନାହିଁ ବୋଲି ବିଜୁ ଜନତା ଦଳ ପୁରୀ ନଗର ସଭାପତି ସବ୍ୟସାଚୀ ମହାପାତ୍ର କହିଛନ୍ତି |