କଟକ, ଚଳିତ ବର୍ଷ କଟକରେ ଡ଼ଙ୍ଗା ଭସାକୁ ବାରଣ କରାଯାଇଛି । ଏସଆରସି ଗାଇଡ୍ ଲାଇନ୍ ଅନୁସାରେ କୌଣସି ନଦୀ କୂଳରେ ଏକାଠି ହେବା ଉପରେ କଟକଣା ରହିଛି । ଡ଼ଙ୍ଗା ଭସାକୁ ବାରଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଆଇନ ଉଳ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।