
ଆଜିର ଶାନ୍ତିପୂର୍ଣ୍ଣ ବନ୍ଦ ଡ଼ାକରାରେ ପୁରୀ ସହର ବାସୀ ବୁଝିଛନ୍ତି କି ଓଡିଶାର ମା ଓ ଭଉଣୀଙ୍କୁ ସଂମାନ ନାହିଁ | ଇତିଶ୍ରୀ, ବେବିନା, ପରି ପରେ ଏବେ ମମିତା ଏହି ସମସ୍ତଙ୍କ ଘଟଣାରେ ବିଜେଡି ଦଳର ନେତା ଓ ମନ୍ତ୍ରୀ ସିଧା ସଳଖ ସାମିଲ ଥିଲେବି ଚୁପ ନବୀନ ପଟ୍ଟନାୟକ | ଯିଏ ନିଜେ ବାହା ହେଇନି ନିଜର ଝିଅ ନାହିଁ ସେ କଣ ବୁଝିବ ଓଡ଼ିଶାର ନାରୀ ସଂମାନ କଥା | ମା ଓ ଭଉଣୀଙ୍କ ସଂମାନ ସହ ଖେଳୁଥିବା ହିଞ୍ଜିଡା ଦଲାଲ ନବୀନ ପଟ୍ଟନାୟକ କୁ ଓଡିଶା ବାସୀ ଜବାବ ଦେବେ ଆଗାମୀ ନିର୍ବାଚନରେ | ଆଜିର ବନ୍ଦ ଡାକରା ପୁରୀ ସହର ବାସୀ ନିଜର ଭଉଣୀ ଆମର ଭଉଣୀ କୁ ନ୍ୟାୟ ପ୍ରଦାନ ପାଇଁ ବନ୍ଦକୁ ସଫଳ କରିଛନ୍ତି ଏଥିନିମନ୍ତେ ନଗର କଂଗ୍ରେସ ତରଫରୁ ପୁରୀ ସହର ବାସୀଙ୍କୁ ହୃଦୟରେ ଧନ୍ୟବାଦ | ଏହି ବନ୍ଦ କୁ ସଫଳ କରିବା ନିମନ୍ତେ ହାଇକୋର୍ଟ ଙ୍କ ନିୟମକୁ ମାନି ପୁରୀ ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀ ଙ୍କ ନେତୃତ୍ୱରେ ରାଜ୍ୟ ମୁଖପାତ୍ର ବିନାୟକ ଦାସମହାପାତ୍ର, ରାଜେଶ ମିଶ୍ର, ଜ଼ିଲ୍ଲା ଉପସଭାପତି ବୀରେନ୍ଦ୍ର ହୋତା, ଲିଗାଲ ସେଲ ଅଧ୍ୟକ୍ଷ କାଳୀ ପ୍ରସାଦ ନାୟକ, କିଷାନ କଂଗ୍ରେସ ଜ଼ିଲ୍ଲା ଅଧ୍ୟକ୍ଷ ଦେବ ଲୋଭାନ, ସଦର ବ୍ଲକ ସଭାପତି ଅଭିନାଶ ମିଶ୍ର, ନିରଞ୍ଜନ ରଥ, ସୁକାନ୍ତ ପ୍ରଧାନ, ସୀତାକାନ୍ତ ମହାନ୍ତିଙ୍କ ସହ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଛାତ୍ର କଂଗ୍ରେସ ନେତା ଆଶୁତୋଷ ମିଶ୍ର, ଅମୀୟ କୁମାର ମହାପାତ୍ର, ମହିଳା କଂଗ୍ରେସ ନେତ୍ରୀ ସରସ୍ବତୀ ପାତ୍ର, ବିଦୁଲତା ଆଚାର୍ଯ୍ୟ, ସରୋଜିନୀ ସିଂ ଙ୍କ ସହ ରାଜା ମହାନ୍ତି, ମାକଣ୍ଡି ମହାନ୍ତି, ଦେବାଶିଷ ମିଶ୍ର, ବସ୍ତି ନେତା ମନୋଜ ମଣ୍ଡଳ, ଅନିଲ ବେଜ, ଛାତ୍ର ନେତା ରିଶାନ ଦାଶ, ବିକାଶ ପ୍ରଧାନ, ଅଗସ୍ତିନ ଜୋସେଫ ବିଶିଷ୍ଟ ନେତା ଗଣଙ୍କ ସହ ଅନ୍ୟ ସଦସ୍ୟ ଗଣ ଉପସ୍ଥିତ ଥିଲେ | ସମସ୍ତେ ଏକାଠି ହୋଇ ସହର ପରିକ୍ରମା କରି ବନ୍ଦକୁ ସମର୍ଥନ ଜଣେଇବା ପାଇଁ ଶାନ୍ତିପୂର୍ଣ ନିବେଦନ କରି ସର୍ବଶେଷ ରେ ରାଜ୍ୟର ଆଇନ ଓ ସରକାର ଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠୁଥିବା ହେତୁ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ଇସ୍ତଫା ସହ ବିଜେଡି ନିଜ ଦଳରୁ ବହିଷ୍କାର କରୁ ଏବଂ ରାଜ୍ୟ ପୋଲିସ ଦିବ୍ୟଶଙ୍କର ଙ୍କୁ ଗରିଫ କରିବା ନିମନ୍ତେ ପୁରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି |