ପାଟନା, ବିହାରରେ ମଦ ମୃତ୍ୟ ହାର କମିବାର ନା ଧରୁନାହିଁ । ଜିଲ୍ଲାରେ କାଂଟିଥାନା ଅଂଚଳର ସିରଶିୟା ଓ ବରିୟାରପୁର ଗାଁରେ ମଂଗଳବାର ଦିନ ଜଣେ ଜଣେ କରି ୧୦ଜଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ଯେଉଁଥିରୁ ୪ଜଣଙ୍କର ମୃତ୍ୟ ହୋଇଅଛି ଓ ବାକି ୬ଜଣଙ୍କର ଚିକିତ୍ସା ଚାଲୁରହିଅଛି ।
ସ୍ୱାସ୍ଥ୍ୟ ଖରାପ ହବୋ ପରେ ପରିବାର ଲୋକ ତତକ୍ଷାଣାତ ହସ୍ପିଟାଲରେ ଭର୍ତି କରିଥିଲେ । ଚିକିତ୍ସ ଚାଲୁଥିବା ସମୟରେ ସୋମବାର ରାତିରେ ୨ଜଣ ଓ ମଂଗଳବାର ଦିନ ଆଉ ୨ଜଅଙ୍କର ମୃତ୍ୟ ହୋଇଅଛି । ଚର୍ଚା ହେଉଅଛି ଯେ ମଦପାର୍ଟି ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ବିଗିଡିଥିଲା ଏହା ପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା ।