
ନୂଆଦିଲ୍ଲୀ , ଉତରାଖଣ୍ଡ ସ୍ଥାପନା ଦିବସରେ ଗୃହ ମନ୍ତ୍ରୀ ଅମିତ ଶାହା, ଉତରାଖଣ୍ଡ ବାସିଙ୍କୁ ପଠାଇ ଅଛନ୍ତି ଶୁଭକାମନା ବାର୍ତ । କେନ୍ଦ୍ରୀୟଗୃହ ମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି ପ୍ରାକୃତ୍ରିକ ସୌନ୍ଧର୍ଯ୍ୟପୁର୍ଣ, ପରାକ୍ରମି, ପୁର୍ବା ପୁରୁଷୁ ଧର୍ମ ଓ ସାସ୍କୃତିକ ସଂପର୍ଣ ତଥା ଦେବଭୂମିର ରାଜ୍ୟ ଉତରାଖଣ୍ଡ ସ୍ତାପନା ଦିବସରେ ରାଜ୍ୟର ସମସ୍ତ ଲୋକଙ୍କୁ ମୋର ହାର୍ଦି କ ଶୁଭକାମନା । ଉତରା ଖଣ୍ଡରେ ନିରନ୍ତର ବିକାଶ ତଥା ଜନ କଲ୍ୟାଣର ନୂଆ ନୂଆ କୁର୍ତିମାନ ଗଢି ଉଠିଛି । ରାଜ୍ୟରେ ଖୁସି ଓ ସମୃଦ୍ଧିର ଦିନ ଆସୁ ବୋଲି ମୁଁ କାମନା କରୁଛି ।