ନୂଆଦିଲ୍ଲୀ,ବରିଷ୍ଠ ରାଜନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନିଙ୍କ ଆଜି ୯୪ତମ ଜନ୍ମ ଦିବସ । ଏହି ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆଡଭାନିଙ୍କ ବାସଭବନରେ ପହଂଚି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ଉପରାଷ୍ଟ୍ରପତି ଭବନ ପକ୍ଷରୁ ଏକ ଟ୍ୱିଟ୍ ଜାରୀ କରାଯାଇଛି ।