
ନୂଆଦିଲ୍ଲୀ, ଭାଇ ଭଉଣୀଙ୍କ ପାଇଁ ସ୍ନେହର ପର୍ବ ଭାଇ ଦୁଜ ଅବସରରେ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ମା, ଭଉଣୀ, ପରିବାରର ଝିଅ ମାନେ ଆମ ସମୁଦାୟର କେନ୍ଦ୍ର । ଆମ ସଂସ୍କୃତି ମହାନ୍ । ନାରୀଙ୍କୁ ସମ୍ମାନ ଏକ ସଭ୍ୟ ସମାଜର ପ୍ରମାଣ ଅଟେ ବୋଲି ଉପରାଷ୍ଟ୍ରପତି ଭବନ ପକ୍ଷରୁ ଏହି ଟ୍ୱିଟ୍ ରେ ଉଲ୍ଲେଖ କରାଯାଇଛି ।