କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଚଳିତ ପବିତ୍ର ଦୀପାବଳି ପଞ୍ଚଗବ୍ୟା ଦୀପର ସୁସ୍ତ ଏବଂ ପବିତ୍ର ଆଲୋକ ସହ ମନାନ୍ତୁ | ଏହି ଦୀପ ପରିବେଶସକୁ ସ୍ୱଚ୍ଛ ଏବଂ ଶରୀରକୁ ସୁସ୍ଥ ରଖିଥାଏ | ଅନ୍ୱେଷଣ ଫାଉଣ୍ଡେସନର ଏକ ନିଆରା ଏବଂ ମହତ୍ଵପୁର୍ଣ୍ଣ ପ୍ରୟାଶ ମାଧ୍ୟମରେ ଭାରତୀୟ ଦେଶୀ ଗାଈର ପଞ୍ଚତତ୍ତ୍ୱକୁ ନେଇ ଯଥା ଗୋବର, ଗୋ ମୂତ୍ର, କ୍ଷୀର,ଘିଅ ଏବଂ ଦହି ଏହି ପଞ୍ଚ ତତ୍ଵକୁ ମିଶ୍ରଣ ଦ୍ୱାରା ପଞ୍ଚଗବ୍ୟ ଦୀପ ପ୍ରସ୍ତୁତ କରାଯାଏ |
ଫାଉଣ୍ଡେସନ ର secretary (ସମ୍ପାଦକ) ଏବଂ ପଞ୍ଚଗବ୍ୟ ର ପ୍ରସ୍ତୁତ କର୍ତ୍ତା ଶ୍ରୀ ସନ୍ତୋଷ କୁମାର ରାଉତ ଙ୍କ କହିବା କଥା କୀ ଏହି ଦୀପ ଧାର୍ମିକ ଦୃଷ୍ଟିକୋଣରୁ ପବିତ୍ର ଏବଂ ବୈଜ୍ଞାନିକ ଦୁଷ୍ଟିକୋଣରୁ ପରିବେଶ ଉପଯୋଗୀ (ecofriendly) ଅଟେ |
ଏହା ଜାଳିବା ଦ୍ୱାରା ପରିବେଶ ପଦୃସଣ ର ମାତ୍ରାକୁ କମ କରିଥାଏ ଏବଂ ବାୟୁ ମଣ୍ଡଳରେ ମଧ୍ୟ ଅମ୍ଳଜାନ ର ସ୍ତରକୁ ବୃଦ୍ଧି କରିଥାଏ | ଏହା ଜାଳିବା ଦ୍ୱାରାମନୁଷ୍ୟର ମାନସିକ ଚେତନା ଉପରେ ସକାରତ୍ମକ ପ୍ରଭାବ ପକାଇଥାଏ |
ଏହା ଜାଳି ସାରିବା ପାରେ କୋଢା ରୂପେ ଗଦା ନ ହେଇ ଏକ ଉର୍ନତ ଜୈବିକ ଖତ ରୂପେ ଆମେ ବଗିଚା ଏବଂ ଫସଲ ରେ ବ୍ୟବହାର କରିପାରିବା |
ଏହା ଦ୍ୱାରା ଆମେ ମାଟିଦୀପର ମାତ୍ରାକୁ କମାଇ ମୂର୍ତ୍ତିକ କ୍ଷେୟ ଏବଂ ଜଙ୍ଗଲ କ୍ଷେୟ କୁ ରୋକିପାରିଵା |
ଏହାକୁ ବିଭିନ୍ନ ବସ୍ତି ଏବଂ ଗାଁ ର ଛୁଆ ଯୋଉମାନେ ଶିକ୍ଷାଠୁ ଦୁରେଇ ଭିକ୍ଷାବୁର୍ତ୍ତି କରନ୍ତି ବୋତଲ ଗୋଟାନ୍ତି,ଶ୍ରମିକ ଭାବେ କାମକରନ୍ତି ଏବେ ଘରେ ରହି ପଞ୍ଚଗବ୍ୟ ଦୀପକୁ ବିଭିନ୍ନ ରଙ୍ଗରେ ସଯାଇବାରେ ଲାଗିଛନ୍ତି |ଏହା ମଧ୍ୟ ସେମାନଙ୍କ ଭିତରେ innovative activities develop ହୋଇଥାଏ |
ଯାହାଫଳରେ ସେମାନଙ୍କ ଭିତରେ ଶିକ୍ଷା ପ୍ରତି ଅଗ୍ରହଃ ପୁଣି ସୃଷ୍ଟି ହୋଇଥାଏ ଏବଂ ସେମାନଙ୍କୁ ରୋଜଗାର ମଧ୍ୟ ମିଳିଥାଏ |
ଏହି ପଞ୍ଚଗବ୍ୟ ଆମକୁ ରୋଜଗାର କ୍ଷମ କରିବା ସହ ପରିବେଶକୁ ସୁସ୍ତ ରଖିଥାଏ ଏବଂ ଗାଈକୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ |ସମସ୍ତଙ୍କୁ ଅନୁରୋଧ ପରିବେଶ ସୁରକ୍ଷା ସହିତ ଗୋମାତା ଙ୍କ ରକ୍ଷା ନିମନ୍ତେ ସମସ୍ତେ ସଂକଳ୍ପ ବଦ୍ଧ ହୋଇ ଏହି ପାଞ୍ଚଗବ୍ୟ ଦୀପ ବ୍ୟବହାର କଲେ ଭିକ୍ଷାବୁର୍ତ୍ତି କରୁଥିବା କୁନି କୁନି ପିଲା ରୋଜଗାର କ୍ଷମ ହେଵା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ଜଳ ମୟ ହେବ |
Related Stories
November 22, 2024