ବାରିପଦା, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ବେଳେ କଳାପତାକା ଦେଖାଇବାରୁ ବିଜେପି କର୍ମୀଙ୍କୁ ମାଡ଼ ଘଟଣାରେ ବାରିପଦା ଟାଉନ୍ ଥାନାରେ ପୃଥକ୍ ପୃଥକ୍ ୪ଟି ମାମଲା ରୁଜ୍ଜୁ ହୋଇଛି । ଘଟଣାରେ ୨ ଜଣ ବିଜେଡ଼ି କର୍ମୀଙ୍କୁ ଗିରଫ କରିଛି ପୋଲିସ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।