ନୂଆଦିଲ୍ଲୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ଭାରତ ଟୀକାକରଣ କାର୍ଯ୍ୟକ୍ରମର ଆରମ୍ଭ କରିଥିଲା । କେତେକ ଲୋକ ଥିଲେ ଯେଉଁମାନେ କି, ସେତେବେଳେ ୧୩୦ କୋଟି ଭାରତୀୟଙ୍କ କ୍ଷମତା ଉପରେ ସନ୍ଦେହ କରୁଥିଲେ । କିନ୍ତୁ, ଜନତା କର୍ଫ୍ୟୁ ଏବଂ ଲକ୍ ଡାଉନ୍ ପରି ଲୋକ ମାନେ ଏହା କରି ଦେଖାଇଛନ୍ତି ଯେ, ଯଦି ସେମାନଙ୍କୁ ବିଶ୍ୱାସଯୋଗ୍ୟ ସାଥୀ ବନାଯିବ ତେବେ ପରିଣାମ କେତେ ସାନଦାର ହୋଇପାରେ ।