-
ଜଣେ ମୃତ, ୧ ଗୁରୁତର
ବାରିପଦା, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ କାଲାଡାହି ଛକରେ ବାଇକ୍ କୁ ଧକ୍କା ଦେଇଛି ଏକ ପିକଅପ୍ ଭ୍ୟାନ୍ । ଫଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଖବର ପାଇ କପ୍ତିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।