ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ଯେ, ଘରୋଇ ଏବଂ ବେସରକାରୀ କ୍ଷେତ୍ର, ବ୍ୟକ୍ତି ବିଶେଷ ଏବଂ ସାମାଜିକ ସଂଗଠନ ଗୁଡିକ କିପରି ଏକାଠି କାର୍ଯ୍ୟ କରିପାରିବେ ଏବଂ ଏକ ଭିନ୍ନତା ଆଣିପାରିବେ, ସ୍ୱାସ୍ଥ୍ୟସେବା ହେଉଛି ତାହାର ସବୁଠୁ ବଡ ଉଦାହରଣ ।