
ଭୁବନେଶ୍ୱର, ବିଜୟା ଦଶମୀ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟର ମହା ପର୍ବ ବିଜୟ ଦଶମୀ ଓ ଦଶହରା ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦିକ ମଙ୍ଗଳକାମନା । ମା ଦୁର୍ଗା ଓ ପ୍ରଭୁ ଶ୍ରୀରାମ ଚନ୍ଦ୍ ଆପଣ ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧିର ଆଶିଷ ଦିଅନ୍ତୁ ।