
ଭୁବନେଶ୍ୱର, ମହାନବମୀ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ମହାନବମୀର ପବିତ୍ର ଉତ୍ସବରେ ସମସ୍ତ ଦେଶବାସୀଙ୍କୁ ହାର୍ଦିକ ଶୁଭକାମନା । ମା ଆଦି ଶକ୍ତି ସମସ୍ତଙ୍କ ଜୀବନରୁ ଦୁଃଖର ନିବାରଣ କରନ୍ତୁ ଓ ସମସ୍ତଙ୍କୁ ସୁଖ, ସମୃଦ୍ଧି ଦିଅନ୍ତୁ ।