
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ରାଷ୍ଟ୍ରୀୟ ସୋୟଂ ସେବକ ସଂଘ,ପୁରୀ ଜିଲ୍ଲା ପକ୍ଷରୁ ଘୋଡା ବଜାର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଜୟା ଦଶମୀ ଉତ୍ସବ ପାଳନ କରା ଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଚାର ପ୍ରମୁଖ ପ୍ରଶାନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା,ବିଭାଗ ସଂଘ ଚାଳକ ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ,ନଗର କାର୍ଯ୍ୟବାହ ସମରେନ୍ଦ୍ର ଦଳେଇ ସମ୍ମାନିତ ଅତିଥି ଏବଂ ଅନ୍ୟାନ୍ୟ ସୋୟଂ ସେବକ ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ।