
ଭବାନୀପାଟଣା,ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଇଷ୍ଟ ଦେବୀ ମା ମାଣିକେଶ୍ବରୀ ଙ୍କ ପବିତ୍ର ଛ ତ ର ଯାତ୍ରା କୋବିଡ କଟକଣା ରେ କମ ଭକ୍ତ ଙ୍କ ଗହଣ ରେ ଭୋର ପ୍ରାୟ 4ଘଣ୍ଟା ରେ ଜେନା ଖାଲ କୁ ଯାଇ ଥିବା ପ୍ରକାଶ, ଏବଂ ଜେନା ଖାଲ ରେ ରୀତି ନୀତି ରେ ପୂଜାର୍ଚନା ସାରି ପ୍ରାୟ 8ଟାରେ ବାହାରି ମନ୍ଧି ର କୁ ଯାଇଥିଲା, ଛତ ର ଯାତ୍ରା ସମୟ ରେ ଶ୍ରଦ୍ଧାଳୁ ମାନଙ୍କ ଗହଳି ନଥିଲା, ବଳି ମଧ୍ୟ କାଁ ଭାଁ ଦେଖିବାକୁ ମିଳିଥିଲା, ଦୂର ଦୂର ରୁ ବଳି ଭୋଗ କରିଥିଲେ. ପୋଲିସ, ପ୍ରଶାସନ କଡା ନିୟମ 144ଧାରା ମଙ୍ଗଳ ବାର ଠାରୁ ଲାଗୁ କରିଛନ୍ତି, ଶ୍ରଦ୍ଧାଳୁ ମାନେ ଘର ଛା ତ ଉପରୁ ଛତ ର ଯାତ୍ରା କୁ ଉପଭୋଗ କରି ଥିଲେ, ସଦର ମହକୁମା କୁ ସଂଯୋଗ କରୁଥିବା ରାସ୍ତା କୁ ବ୍ୟାରିକେଟ କରାଯାଇଥିଲା, ଗାଡି ମୋଟର ଚଲା ଚଳ ବନ୍ଧ ଥିଲା, ଏହି ଛତରଯାତ୍ରା ଭାରତ ର ଦ୍ୱିତୀୟ ବୃହତ ଯାତ୍ରା ବୋଲି ମହା ରାଜା ଅନନ୍ତ ନାରାୟଣ ଦେଓ ପ୍ରକାଶ କରି ବା ସହ ସରକାର ପ୍ରଶାସନ ଙ୍କ କୋବିଡ ନିୟମ କୁ ମାନିବାରୁ ଶ୍ରଦ୍ଧାଳୁ ମାନଙ୍କ ଅସୁବିଧାହୋଇଥିବାର ପ୍ରକାଶ. ଶାନ୍ତି ଶୃଙ୍ଖଲା ରେ ପାଳିତ ହୋଇଥିବା ଜଣାଯାଏ…