ନୂଆଦିଲ୍ଲୀ,ଡଃ. ରାମମନୋହର ଲୋହିଆଙ୍କ ପୂଣ୍ୟ ତିଥି ଅବସରରେ ଆଜି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏକ ଟ୍ୱିଟ୍ କରି ଉପରାଷ୍ଟ୍ରପତି ନିବାସରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିବା ଉଲ୍ଲେଖ କରିଛନ୍ତି ।