
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଜିଲ୍ଲା ଅନ୍ତର୍ଗତ ନାଗପୁର ସତପାଟଣା ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ନାରାୟଣୀ ଙ୍କ ସିଂହବାହିନୀ ବେଶ ପାଳିତ ହୋଇଅଛି | ଏହି ବେଶ ମା ଙ୍କ ୧୩ ପୂଜାରେ ହୋଇଥାଏ ସେହିଦିନ ମା ଚନ୍ଦନ ବେଶହୋଇ ସହସ୍ର ଦର୍ଶନାଥି ମାନଙ୍କୁ ଦର୍ଶନ ଦେଇଥାନ୍ତି |ମା ଙ୍କ ଏହି ପୂଜାର ମୁଖ୍ୟ ପୂଜକ ମାନେ ହେଲେ ବାବାଜୀ ଦୀକ୍ଷିତ, ସୁରେନ୍ଦ୍ର ଦୀକ୍ଷିତ,ରବୀନ୍ଦ୍ର ଦୀକ୍ଷିତ,ପ୍ରମୋଦ ମହାପାତ୍ର ଏବଂ ଦୀପ୍ତି ରଞ୍ଜନ ଦୀକ୍ଷିତ ପ୍ରମୁଖ |