
ସର୍ବଭାରତୀୟ ସ୍ତରର ଧର୍ମୀୟ ସଙ୍ଘଠନ ‘କେଶରୀୟା ହିନ୍ଦୁ ବାହିନୀ ହିନ୍ଦୁ ବୋର୍ଡ ତରଫରୁ ପୁରୀ ସ୍ଥିତ ଭକ୍ତସାଲ ବେଗ ପିଠ ରେ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା | ଏହାପରେ ବଡଦାଣ୍ଡ ରେ ଶ୍ରୀ ମନ୍ଦିର ସମୁଖରେ Covid-19 ନିୟମାବଳୀ ମାନି ସାମୁହିକ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଦିବା 9 ଘଣ୍ଟା 30 ମିନଟ ଠାରୁ ମଧ୍ୟାନ୍ନ 12:10 ମଧ୍ୟରେ ସମାପନ କରାଯାଇଥିଲା |
ଏଥିରେ ସଙ୍ଘଠନ ର ସବୁ ସଦସ୍ୟ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ବିଜୟ ଦୁବେ, ଶ୍ରୀ ସଂଜୀବ ମିଶ୍ର, ଦିଲୀପ ଦାଶ ରାଷ୍ଟ୍ରୟ ସମ୍ପାଦକ, ଶ୍ରୀ କୃତିବାସ ରଥ, ରାଜ୍ୟ ଉପସଭାପତି, ଶ୍ରୀ ସ୍ୱାଧୀନ ମିଶ୍ର ସଚିବ, ଶ୍ରୀମତୀ ଳିନୁ ମିଶ୍ର ରାଷ୍ଟ୍ରୀୟ ସଙ୍ଘଠନ ମନ୍ତ୍ରୀ, ସୁବାସ ମିଶ୍ର, ଶ୍ରୀ ତାପସ ଦ୍ୱିବେଦୀ legal advisor, ବିଦ୍ୟୁତ ଲତା ମହାନ୍ତି ମିଡ଼ିଆ ପ୍ରଭାରୀ, ସ୍ୱାତିସ୍ମିତା ମହାପାତ୍ର, ଲୋକନାଥ ନାୟକ,ଶ୍ରୀ ନିବାସୀ ସ୍ୱାଇଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଦୟାନିଧି ପଣ୍ଡା ପୁରୀ ଜିଲ୍ଲା ସଚିବ ଯୋଗଦେଇ ଥିଲେ |