ଗଂଜାମ – ଦୀନ ଦୟାଲ ଗ୍ରାମ ପଂଚାୟତ ସଶକ୍ତକରଣ ପୁରସ୍କାର ଗତ ୨୩ ତାରିଖରେ ଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ସରପଂଚ ଯାଜ୍ଞସେନୀ ପ୍ରଧାନ ପାଇଥିବାରୁ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଡି.ଆର.ଡି.ଏ ପି ଡ଼ି ଶଙ୍କର ସ୍ୱାଇଁ ଶ୍ରୀମତୀ ପ୍ରଧାନଙ୍କୁ ସମ୍ମାନୀତ କରୁଛନ୍ତି ।
Related Stories
April 26, 2024