ଜଗନ୍ନାଥ ପ୍ରସାଦ ,ଚିତ୍ତରଞ୍ଜନ ଗନ୍ତାୟତ
ରିଖ ସକାଳ 7:20 ସମୟରେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ବିରଳ ଶିଶୁ ପୁତ୍ର ଜନ୍ମ ଗ୍ରହଣ କରିଛି l ଶିଶୁ ଟି ଖାଦ୍ୟ ଖାଉଥିବା ଓ କାନ୍ଦୁ ଥିଲେ ମଧ୍ୟ୍ୟ ଶିଶୁ ଟିର ସମ୍ପୂର୍ଣ ଶରୀର ଫାଟି ଯିବା ସହ ଶିଶୁ ଟିର ଆଖି ଆକୃତି ଦେଖିବାକୁ ଏକ ରକ୍ତ ମାଂସ ପିଣ୍ଡୁଳା ଆଖି ନଥିବା ଦେଖିବାକୁ ମିଳିଛି l ଡାକ୍ତର ଶ୍ରୀତମ ସୌରତ ସାହୁ ଙ୍କ କହିବା ଅନୁଯାଇ ଏମିତି ଶିଶୁ ଜନ୍ମ ହେବା ଏକ ବିରଳ l ଏହି ପରି ଶିଶୁ ଜନ୍ମ ହେବାର କାରଣ ପ୍ରାୟତଃ ବଂଶଗତ ଶୂକ୍ରାଣୁ ସମସ୍ୟା କାରଣ ରୁ ଏହିପରି ଶିଶୁ ଜନ୍ମ ହେଇଥାନ୍ତି l ଏହିପରି ଶିଶୁ ଅଧିକ ଦିନ ବଞ୍ଚି ନଥାନ୍ତି l ଏମିତି କମ କ୍ଷେତ୍ର ରେ ଦୁଇ ତିନି ବର୍ଷ ବଞ୍ଚି ଥିବା ଦେଖିବାକୁ ମିଳୁଛି l ଶିଶୁ ଟିର ମତା ଙ୍କ ବାପା ଘର ଛାମୁଣ୍ଡା ଗ୍ରାମର ହେଲେ ସୁଜାତା ବିଷୋୟୀ ଓ ପିତା ଙ୍କ ନାମ ପର୍ଶୁରାମ ବିଷୋୟୀ ଗ୍ରାମ ଚିକିଟି ପାତ୍ରପୁର ବୋଲି ସୂଚନା ମିଳିଛି| ତାଙ୍କୁ ଆଶା ସୁରେଖା ମହାପାତ୍ର ସମ୍ପୂର୍ଣ୍ଣ ସହଯୋଗ କରିଥିବା ଦେଖିବାକୁ ମିଳିଛି |
Related Stories
November 21, 2024
November 21, 2024