ଭୁବନେଶ୍ୱର, ବନବାସୀ କଲ୍ୟାଣ ଆଶ୍ରମ ର ପ୍ରାନ୍ତ କାର୍ଯ୍ୟକାରୀ ସଭାପତି ଇଂଜିନିୟର ଜଗଦୀଶ ପ୍ରସାଦ ମିଶ୍ରଙ୍କ ପରଲୋକ ଘଟିଛି । ଆଜି ସକାଳ ୪ ଟା ୮୧ବର୍ଷ ରେ ତାଙ୍କ ଭୁବନେଶ୍ୱର ର କଳ୍ପନା ଛକ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।