ପୁରୀ, ଶ୍ରୀମନ୍ଦିର କଳାହାଟ ଦ୍ୱାର ପାଇଁ ଆସିଥିବା ରୁପା ଟ୍ରେଜେରୀରେ ରଖାଯିବ । ଛାଉଣି ପାଇଁ ଆସିଥିବା ୫ କ୍ୱିଂଟାଲ ରୁପା ଟ୍ରେଜେରୀ ଷ୍ଟ୍ରଙ୍ଗରୁମରେ ରହିବ । ଛାଉଣି ପାଇଁ ଆଉ ପ୍ରାୟ ୯ ମାସ ବାକି ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ସେଠାରେ ରଖାଯିବ । ଟ୍ରେଜେରୀ ଷ୍ଟ୍ରଙ୍ଗ ରୁମରେ ଏହି ରୁପା ରଖାଯିବାକୁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଥିଲା ।