-
ଅନଲାଇନ ରୋଗୀ ପଞ୍ଜିକରଣ ବ୍ୟବସ୍ଥା ପାଇଁ ଦାବୀ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ବଡ଼ ମେଡ଼ିକାଲରେ ରେ ଦିନ ୧୧.୨୦ ମିନିଟରୁ ୧୧.୩୦ ମିନିଟ ପ୍ରାୟ ୧୦ ମିନିଟ ଲାଇନ କଟିବା କାରଣରୁ ରୋଗୀ ମାନଙ୍କୁ ପଞ୍ଜୀକରଣ କରିବାକୁ ଅପେକ୍ଷା କରିବାକୁ ପଡ଼ିଥିଲା । କଥା ହେଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯଦି ଜେନେରେଟର ସୁବିଧା ଥାଇ ଲୋକଙ୍କୁ ଅପେକ୍ଷା କରିବାକୁ ପଡେ ତେବେ ଏହା ଏକ ବଡ଼ ଧରଣର ମାନବାଧିକାର ଉଲଂଘନ ନିଶ୍ଚିତ |ଏହି ସମୟରେ କୈାଣସି ଗୁରୁତର ଆହତ କିମ୍ବା ଜରୁରୀକାଳୀନ ସ୍ଥିତି ଥିବା ରୋଗୀ ଆସିଲେ ମୃତ୍ୟୁ ମୁହଁ ରେ ପଡ଼ିବା ନିଶ୍ଚିତ ।
ଏହି ସବୁ ଅସୁବିଧା ନିରାକରଣ ପାଇଁ
(୧) ଅନଲାଇନ ରୋଗୀ ପଞ୍ଜିକରଣ ବ୍ୟବସ୍ଥା କରାଯାଉ ।
(୨) ମୋବାଇଲ୍ ଫୋନ୍ ଦ୍ବାରା ମଧ୍ୟ ରୋଗୀ ପଞ୍ଜିକରଣ ବ୍ୟବସ୍ଥା କରାଗଲେ ଗହଳି କମିବା ସାଙ୍ଗକୁ କୋଭିଡ ୧୯ ବ୍ୟବହାର ଅବଲମ୍ବନ ସମ୍ଭବ ହୋଇପାରିବ ।