ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂରାଟୀ ଥାଲାଇଭର ଡକ୍ଟର ଏମ.ଜି. ସେଂଟ୍୍ରାଲ ରେଳ ଷ୍ଟେସନଟି ସମ୍ପୂର୍ଣ୍ଣ ଭାବେ ସୌରଶକ୍ତି ଦ୍ୱାରା ପରିଚାଳିତ ହେତୁ ଖୁସି ବ୍ୟକ୍ତ କରିଛନ୍ତି । ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଟୁଇଟର ଉତରରେ ପ୍ରଧାନମନ୍ତ୍ରୀ କହିଛନ୍ତି; ଯେତେବେଳେ ସୌର ଶକ୍ତି ବିଷୟରେ କଥା ଆସେ ପୁରାଟୀ ଥାଲାଇଭର ଡକ୍ଟର ଏମ.ଜି. ରାମଚନ୍ଦ୍ରନ କେନ୍ଦ୍ରୀୟ ରେଳ ଷ୍ଟେସନ ଦେଖି ଖୁସି ଲାଗେ ।