ଭୁବନେଶ୍ୱର – ଶିମିଳିପାଳ ଜଙ୍ଗଲରେ ରବର ଗଛ ଚାରା ରୋପଣ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ୫ଜଣ ଆଇଏଏସ୍ ଅଫିସରଙ୍କୁ ନାଟିସ୍ ଜାରୀ କରିଛନ୍ତି । ନଭେମ୍ବର ୨୨ ତାରିଖ ସୁଦ୍ଧା ଏସମ୍ପର୍କରେ ଉତର ରଖିବା ପାଇଁ ସେମାନଙ୍କୁ କୁହାଯାଇଛି । ମାମଲାର ପରବର୍ତୀ ଶୁଣାଣୀ ନଭେମ୍ବର ୨୮ ତାରିଖରେ ହେବ । ଗଣମାଧ୍ୟମରେ ପ୍ରକାଶ ପାଇଥିବା ସମ୍ବାଦକୁ ଭିତି କରି ଲୋକାୟୁକ୍ତ ନିଜ ଆଡୁ ମାମଲା ରୁଜୁ କରିଥିଲେ । ୨୦୧୩ ରୁ ୨୦୧୮ ମଧ୍ୟରେ ଶିମିଳିପାଳରେ ୮୧ ଲକ୍ଷ ୧୮ ହଜାର ଟଙ୍କାର ଚାରା ଲଗାଯାଇଥିଲା । ସେଥିମଧ୍ୟରୁ ଅଧିକାଂଶ ଗଛ ବଢି ନଥିଲା ।
Related Stories
November 25, 2024