ଜୟପୁର, ୨୬ ନଂ ଜାତୀୟ ରାଜପଥର ଏୟାରଷ୍ଟ୍ରିପ୍ ନିକଟରେ ବିଦ୍ୟୁତ ଯୋଗାଣ ନେଇ କାମ ଚାଲିଥିବା ବେଳେ ଖୁଂଟିରୁ ଟ୍ରାନ୍ସଫର୍ମର ଖସି ପଡିବାରୁ ଦୁଇ ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି । ଉଭୟଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।