
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କ ପୁରୀ ଗସ୍ତ କରିଥିଲେ |ଏହି ଅବସରରେ ବେଲଦଳ ଗ୍ରାମବାସୀ ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ସଭାପତି ଦାମଦର ପ୍ରଧାନ, ଲକ୍ଷ୍ମଣ ପ୍ରଧାନ ଙ୍କ ନେତୃତ୍ୟ ରେ ଗ୍ରାମ ଲୋକେ ତାଙ୍କୁ ସ୍ବାଗତ କରିବା ସହ ଗ୍ରାମବାସୀଙ୍କ ସହଯୋଗରେ ପୁନରୁଦ୍ଧାର ହେଉଥିବା ୨ଶହ ବର୍ଷ ରୁ ଉର୍ଦ୍ଧ୍ୱ ସର୍ବପୁରାତନ ୬୦ ଫୁଟ ଉଚ୍ଚର ଶୈବ ମନ୍ଦିର ବୁଲି ଦେଖିଥିଲେ ।