
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରୀମନ୍ଦିର ସମ୍ମୁଖରୁ ପୁରୀ ଜିଲ୍ଲାର ସମସ୍ତ ଗଳି କନ୍ଦି ଏବଂ ସମୁଦ୍ରକୂଳ ରେ ମଧ୍ୟ ଏହି ଶାନ୍ତି ପୂର୍ଣ୍ଣ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି l ଆଜକୁ ୧୫ଦିନ ଧରି ଏହି ବିଜୁଳି ଦର ବୃଦ୍ଧିର ବିରୋଧ ପ୍ରଦର୍ଶନ ପୁରୀ ଜିଲ୍ଲାର ଆମ ଆଦମୀ ପାର୍ଟି ବିରୋଧ କରିଆସୁଛି ଏବଂ ଆଜିର ଏହି ବିରୋଧ ପ୍ରଦର୍ଶନ ରେ ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ର ଆବାହକ ସଂଜୀବ ମହାନ୍ତି,
ମିଡ଼ିଆ ସଂଯୋଜକ ସମୀର ସାମନ୍ତରାୟ, ବୀରଜା ପ୍ରସାଦ ନାଥ, ଦେବ ପ୍ରଧାନ,ବି. ଜଗନ୍ନାଥ, ଅନିଲ ସେନାପତି, ବିଭୁତି ଭୂଷଣ ମହାରଣା ଏହି ସମସ୍ତ କର୍ମୀ ମାନେ ଆଜି ର ଏହି ଶାନ୍ତି ପୂର୍ଣ୍ଣ ବିରୋଧ ପ୍ରଦର୍ଶନ ରେ ଉପସ୍ଥିତ ଥିଲେ l