କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ପଟ୍ଟନାୟକିୟା ଛକ କୁ ଉତ୍କଳମଣି ଗୋପବନ୍ଧୁ ଦାଶ ଛକ ଓ ପଟ୍ଟନାୟକିଆ ରୁ ଉତ୍କଳମଣି ଙ୍କ ଜନ୍ମପୀଠ ସୁଆଣ୍ଡୋ କୁ ସଂଯୋଗ କରୁଥିବା ରାସ୍ତା ର ନାମ ଗୋପବନ୍ଧୁ ମାର୍ଗ ରୂପେ ନାମକରଣ କରିବାକୁ ସତ୍ୟବାଦୀ ର ସାମାଜିକ ଅନୁଷ୍ଠାନ ଗରିବର ସାଥି ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆ ଯାଇଛି ଓ ଆସନ୍ତା ରବିବାର ଦିନ ଏକ ବିଶାଳ ଦସ୍ତଖତ ଅଭିଯାନ ଓ ମତାମତ ସଂଗ୍ରହ ଅଭିଯାନ କରାଯିବ ବୋଲି ଅନୁଷ୍ଠାନ ର ସଦସ୍ୟ ମାନେ ମତ ପ୍ରକାଶ କରିଛନ୍ତି। ଅନୁଷ୍ଠାନ ର ସଦସ୍ୟ ସନ୍ଦୀପ ମହାପାତ୍ର ,କୈଳାସ ପଳେଇ , ସତ୍ୟନାରାୟଣ ସାହୁ,ଦେବରାଜ ଦାସ, ଅର୍ପିତା ମହାପାତ୍ର, ନିରଞ୍ଜନ ଜେନା,ଶଙ୍କର ପଲେଇ ,ପ୍ରତାପ ପରିଡା, ପ୍ରମୁଖ ଉପସ୍ଥିତ ଥିଲେ।
Related Stories
November 23, 2024