
ଚିତ୍ତରଞ୍ଜନ ଗନ୍ତାୟତ
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବିଜୁକଲ୍ୟାଣ ମଣ୍ଡପରେ ଆଜି ଟୀକା କେନ୍ଦ୍ର ଅନୁଷ୍ଠିତ ହୋଇଛି ସେଠାରେ ପ୍ରାୟ 1500ରୁ ଉର୍ଦ୍ଧ ପୁରୁଷ ଏବଂ ମହିଳା ଙ୍କ ଭିଡ ଦେଖିବାକୁ ମିଳିଛି ତାହା ପୁଣି ସକାଳ 5ଟା ଠାରୁ ଅସି ଲାଇନରେ ଥିବା ଦେଖିବାକୁ ମିଳିଛି କିନ୍ତୁ ତୃତିଅ ଲହରୀ ବେଶୀ ଭୟାନକ ସରକାର ବୋଲି ସରକାର କହୁଥିବା ବେଳେ ଏଠି ବହୁତ ଲୋକଙ୍କ ମୁହଁରେ ମାସ ନଥିବାସହ ସାମାଜିକ ଦୂରତା ପରିବହୁତ ନିୟମ କୁ ଖୋଲା ଖୋଲି ଫୁ କରିଛନ୍ତି ଦେଖିବାକୁ ମିଳିଛି | ହେଲେ ସେଠାରେ ଉପସ୍ଥିତ ଥିବା ଟୀକା ଇନଚାର୍ଜ ଚନ୍ଦନ କୁମାର ପାତ୍ର କହିଛନ୍ତି ଯେ ଆମ ପାଖକୁ ମାତ୍ର 600 ଟୀକା ଆସଛି ସେଥିରୁ ଅନ ଲାଇନର 200ଏବଂ ଅଫଲାଇନ 400 କିନ୍ତୁ ଲୋକଙ୍କୁ ବୁଝାଇବା ବହୁତ କଷ୍ଟ ହଉଛି ତା ସହିତ କେହି ବୁଝୁନାହାନ୍ତି | ଏବଂ ଅଯଥାରେ 1500ଲୋକ ଜମା ହୋଇଛନ୍ତି ତାହା ମଧ୍ୟ 21ନମ୍ବର ଜାତୀୟ ରାଜପଥ ଠାରୁ ପ୍ରାୟ 150ମିଟର ଲମ୍ବା ରେ ପୁଣି ଗହଳି କୁ ଦେଖି ସେଠାରେ ଜଗନ୍ନାଥ ପ୍ରସାଦ ଥାନା ପକ୍ଷରୁ କିଛି ପୋଲିସ ପହଂଚି ଶାନ୍ତି ଶୃଙ୍ଖଳା ବଜାଇ ରଖିଥିବା ଦେଖିବାକୁ ମିଳିଛି |