ନୂଆପଡ଼ା,ନୂଆପଡ଼ା ରେଲୱେ ଷ୍ଟେସନ ଫାଟକ ନିକଟ ରେଳ ଧାରଣାରୁ ଆଜି ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଉଦ୍ଧାର କରିଛି ଜିଆରପି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଜିଆରପି ପକ୍ଷରୁ ଶବ ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି ।