ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାୟକ ଡଃ. ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟ ଅର୍ଡ଼ରରେ ଜାଲିଆତି ହୋଇଥିବା ମାମଲାରେ ଲୋକାୟୁକ୍ତଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭାରତୀୟ ପିଙ୍ଗଳ କୋଡ୍ ର ବିଭିନ୍ନ ଧାରା ଲଗାଇବାକୁ ସେ ଆବେଦନ କରିଛନ୍ତି । ଏହି ମାମଲା ଲଢ଼ୁଛନ୍ତି ଓଡ଼ିଶାର ବରିଷ୍ଠ ଆଇନଜିବୀ ପୀତାମ୍ବର ଆଚାର୍ଯ୍ୟ ।