
75ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜଗନ୍ନାଥ ପ୍ରସାଦ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ପତାକା ଉତ୍ତୋଳନ ଉତ୍ସବରେ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ ମୁଖ୍ୟ ଅତିଥି, ସଂଘ ଉପଦେଷ୍ଟା ପ୍ରଦୀପ କିଶୋର ଭୂୟାଁ ସମାନୀତ ଅତିଥିଭାବେ ଯୋଗ ଦେଇଥିବା ବେଳେ ସଭାପତି ଚନ୍ଦ୍ର କେତୁ ରାଉତ ଙ୍କ ସହ କାର୍ଯ୍ୟ ରତ ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ ସେଠାରେ ଶ୍ରୀ ଦାସ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ସେ ସାମ୍ବାଦିକ ମାନେ ଜଙ୍ଗଲ ବିଭାଗ କୁ ବହୁତ ସହାୟତା କରୁଥିବା କହିଲେ ଏବଂ ଗଛ ବଞ୍ଚିଲେ କଣ ସୁବିଧା ତାହା ଜଣାଇ ଥିଲେ ଶେଷରେ ସଭାପତି ମଧ୍ୟ ଜଙ୍ଗଲ ବିଭାଗ କୁ ବହୁତ ପ୍ରଶଂସା କରି କହିଲେ ଯେ କୋରନା ମହାମାରୀ ରୁ ଦେଶ କୁ ରକ୍ଷା କରିବାରେ ଜଙ୍ଗଲ ବିଭାଗ ର ମୁଖ୍ୟ ଭୂମିକା ବୋଲି କହିଥିଲେ ଏହା ପରେ ସଭା ସାଙ୍ଗ କରା ଗଲା 1