
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଦେଶ ବର୍ତମାନ ୭୫ ତମ ସ୍ବାଧିନତା ଦିବସ କୋଭିଡ କଟକଣା ମଧ୍ୟରେ ପାଳନ କରିବାକୁ ଯାଉଛି ।ଏହି ଅବସରରେ ଐତିହାସିକ ଲାଲକୀଲ୍ଲା ରୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଙ୍କ ଉଦ୍ୟଶରେ ସ୍ବାଧିନତା ଦିଵସ ଅବସରରେ ୭ ମ ଥର ଅଭିଭାଷଣ ର ଏକ ଝଲକ୍ ୩ ଘଣ୍ଟା ୩୦ ମିନିଟ୍ ସମୟ ମଧ୍ୟ୍ୟରେ ସ୍ୟାଣ୍ଡ ଅନିମେସନ ମାଧ୍ୟମରେ ସ୍ବାଧିନତା ଦିବସରେ ଖୁସୀର ମୁହୂର୍ତ ଉପଲକ୍ଷେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ |