
ଜଗନ୍ନାଥ ପ୍ରସାଦ -: ଆଜି ସକାଳ 9ଟା ସମୟରେ କୁମ୍ପାପଡା ପଞ୍ଚାୟତର ୱାଡ଼ ସଭ୍ୟଙ୍କ ମୂର୍ତ୍ତ ଦେହ ଗୁଡି଼ମାଳ କାଜୁ ଜଙ୍ଗଲ ରୁ କ୍ଷତାକ୍ତ ଅବସ୍ଥାରେ ମୂର୍ତ୍ତ ଦେହ ଉଦ୍ଧାର ହୋଇଛି ମିଳିଥିବା ସୂଚନା ପ୍ରକାରେ ନିଜର ମୋଟର ଗାଡି ଧରି ପ୍ରତେକ ଦିନ ଭଳି କାଜୁ ଜଙ୍ଗଲ ଅଭିମୁଖେ ଯାଉଥିଲେ ହେଲେ ଆଜି ସକାଳ 9ଟା ସମୟରେ ତାଙ୍କ ମୂର୍ତ୍ତ ଦେହ ଗୁଡିମାଳ କାଜୁ ଜଙ୍ଗଲରେ ପଡ଼ିଥିବା ଖବର ଶୁଣି ପରିବାର ଲୋକ ପହଞ୍ଚି ଶବ ଚିହ୍ନଟ କରିଥିଲେ ଘଟଣା ପ୍ରଚାର ହେବା ପରେ କାଜୁ ଜଙ୍ଗଲ ରେ ଜନସାଧାରଣ ଗହଳି ଜମି ଥିଲା ମୂର୍ତକ ଙ୍କ ପୁତୁରା ଜିଲ୍ଲାପରିଷଦ ସଭ୍ୟ ବରୁଣ ବେହେରା ଘଟଣା ସମ୍ପର୍କ ରେ ସୂଚନା ଦେଇଥିଲେ ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ପହଞ୍ଚି ଶବ ଜବତ କାରି ବ୍ୟବଛେଦ ପାଇଁ ପଠାଇ ବା ସହ ଏକ ଅପ ମୂର୍ତ୍ତ ମାମଲା 8/21ରେ ତଦନ୍ତ ଚାଲିଛି ମୁର୍ତ୍ତୃର କାରଣ ଅସ୍ପଷ୍ଟ ଅଭିମନ୍ୟୁ ଙ୍କ ମୂର୍ତ୍ତ ସାର୍ପି ଘାତ ରେ ବୋଲି ସନ୍ଦେହ ହେଉଛି 1