
ଟୋକିଓ ଠାରେ ଅନୁଷ୍ଠିତ ଅଲିମ୍ପିକ୍ସ ରେ ଭାଗ ନେଇ ସଫଳ ହେଇଥିବା ତଥା ସର୍ବକାଳୀନ ସର୍ବାଧିକ ରେକର୍ଡ ସଂଖ୍ୟକ ପଦକ ବିଜୟ ଲାଭ କରିଥିବା ଭାରତୀୟ ଖେଳାଳୀ ଙ୍କର ସଫଳ ତଥା ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ଆଜି ଶ୍ରୀମନ୍ଦିର ସମ୍ମୁଖ ରେ ଦୀପ ଦାନ କରାଯାଇଛି l ଏହା ସହିତ ଆଗାମୀ ପାରା ଅଲିମ୍ପିକ୍ସ ରେ ଭାରତ ସ୍ଵର୍ଣ୍ଣିମ ଇତିହାସ ରଚନା କରୁ ଏହି ପ୍ରାର୍ଥନା ମଧ୍ଯ ସଂଗଠନ ପକ୍ଷରୁ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ସନ୍ତୋଷ ସେନାପତି, ସମ୍ପାଦିକା ନିହାରିକା ତ୍ରିପାଠୀ, ଉପସଭାପତି ସତ୍ୟଜିତ ମିଶ୍ର, କୋଷାଧକ୍ଷ ସୀତାରାମ ସେନାପତି,ଆଇନି ଉପଦେଷ୍ଟା ଅନିଲ ସାହୁ, ଗୌତମ ସାହୁ, ରାଜପୂଜା ପଣ୍ଡା, ଚିନ୍ମୟ ଶତପଥୀ, ଅଜୟ ମାଝୀ,ଜଗନ୍ନାଥ ପଣ୍ଡା, ଦେବଜୀତ ଦାଶ,ଜଗନ୍ନାଥ ଷଡ଼ଙ୍ଗୀ, ଜିତେନ୍ଦ୍ର ପାତ୍ର,ନୃସିଂହ ପଣ୍ଡା ଉପସ୍ଥିତ ଥିଲେ |