
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କରୋନା କଟକଣା ପାଇଁ ନିଜର ଦୈନନ୍ଦିନ ଗୁଜୁରାଣ ନିମନ୍ତେ ଶ୍ରୀମନ୍ଦିର ସମ୍ମୁଖରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଫଟୋ ମୂର୍ତ୍ତି ବିକୁଥିବା ବୃଦ୍ଧା ମହିଳା କରୋନା ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାରୁ କେହି ଫଟୋ କିଣୁନଥିବା ବେଳେ ନିଜ ରୋଜଗାର ହରାଇ ଦୁଃଖରେ କାନ୍ଦୁଥିବା ବୃଦ୍ଧା ମହିଳାଙ୍କ ଦୁଃଖକୁ ପୁରୀ ସହରର ଦତ୍ତତୋଟା ନିବାସୀ ଡିଜିଟାଲ କଳାକାର ସୂର୍ଯ୍ୟକାନ୍ତ ଦାସ ନିଜେ ଡିଜିଟାଲ ଚିତ୍ର ମାଧ୍ୟମରେ ସମସ୍ତ ଙ୍କ ସାମନ୍ନାକୁ ଆଣିଛନ୍ତି |