
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ “ମୋ ସ୍କୁଲ” ଅଭିଜାନ ସାମିଲ ହୋଇଥିବା ବୀରନରସିଂହପୁର ପଞ୍ଚାୟତର ଭାର୍ଗବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ବିଦ୍ୟାଳୟର ଭିତିଭୂମି ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ସମୟରେ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ରାଉତ, ସରପଞ୍ଚ ଶସି ଭୂଷଣ ପଣ୍ଡା, ସମିତି ସଭ୍ୟ ନିଳକଣ୍ଠ ମହାପାତ୍ର, ପ୍ରଧାନ ଶିକ୍ଷକ ଦ୍ଵିତିକାନ୍ତ ପ୍ରଧାନ ଓ ଦିବାକର ମହାପାତ୍ର ଉପସ୍ଥିତ ଥିଲେ ।